କାର୍ନିଶ୍ Kārniṡ
- ବୈଦେ. ବି. (ଇଂ. କରନିସ୍) — କୋଠା ଛାତ ନିମ୍ନସ୍ଥ ଓ କାନ୍ଥ ଉପରର ଶିଳ୍ପ କାର୍ଯ୍ୟବିଶିଷ୍ଟ ଅଂଶ — Cornice
- ବୈଦେ. ବି. (ଇଂ. କରନିସ୍) — କାନ୍ଥ ଓ ଖୁଣ୍ଟମାନଙ୍କର ଯେଉଁ ଅଂଶମାନ ବାହାରକୁ ବାହାରି ଯାଏ — Portion of walls and pillars which project from the ordinary level