କାରୁଣୀ Kāruṇī
- ଦେ. ବିଣ. (ପ୍ରାଚୀନ ପଦ୍ଯ) (ସଂ. କରୁଣା) — ରୋଦନ କରିବା — One who cries; bewailing
- ଦେ. ବିଣ. (ପ୍ରାଚୀନ ପଦ୍ଯ) (ସଂ. କରୁଣା) — ବିଶେଷ କାରୁଣୀ ହୋଇ କରୁଣାସାଗର ତହିଁ ଗତ ବାର୍ତ୍ତା ବଶୁଁ କ୍ରିୟା ସାରି। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି. (ସଂ. କାରୁଣ୍ୟ) — ରୋଦନ — lamentation; wail