କାରୁଣ୍ୟ Kāruṇya
- ସଂ. ବି. (କରୁଣା+ ସ୍ୱାର୍ଥେ. ଯ) — ଦୟା — Kindness; mercy
- ସଂ. ବି. (କରୁଣା+ ସ୍ୱାର୍ଥେ. ଯ) — ସହାନୁଭୂତି — Compassion; pity
- ଗ୍ରା. (ପଦ୍ଯ) ବି. (ସଂ. କାରକ) — କାରଣ — Cause
- ଗ୍ରା. (ପଦ୍ଯ) ବି. (ସଂ. କାରକ) — ବିନୟ — Politeness; meekness
- ଗ୍ରା. (ପଦ୍ଯ) ବି. (ସଂ. କାରକ) — କରୁଣ ସ୍ୱରଯୁକ୍ତ ରୋଦନ; ବିଳାପ — Wail; lamentation
- ଗ୍ରା. (ପଦ୍ଯ) ବି. (ସଂ. କାରକ) — ଶୁଣି ମାତା ବହୁ କଲ୍ୟାଣ କରନ୍ତି ତେଜିଣ କାରୁଣ୍ୟ। ବିଶ୍ୱନାଥ, ବିଚିତ୍ରରାମାୟଣ।