କାରୁକାର୍ୟ୍ୟ Kārukārj̄ya

  • ସଂ. ବି.—(କାରୁ+କାର୍ଯ୍ୟ) — ଶିଳ୍ପ — Artistic design or work
  • ସଂ. ବି.—(କାରୁ+କାର୍ଯ୍ୟ) — ସୂକ୍ଷ୍ମ ଶିଳ୍ପକର୍ମ — A product of art; a work of art
  • ସଂ. ବି.—(କାରୁ+କାର୍ଯ୍ୟ) — ତାରକଶି କାମ — Filigree work