କାରୁଣସିନ୍ଧୁ Kāruṇasindhu

  • ଦେ. ବି — (ସଂ. କାରଣସିନ୍ଧୁ=ପ୍ରଳୟାବ୍ଧି) ପାତାଳରେ ଥିବା ସମୁଦ୍ର — Name of a legendary sea in the nether regions
  • ଦେ. ବି — କାରୁଣସିନ୍ଧୁ ତାର ନାମ—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।