କାରୁଣ୍ୟଜଳ Kāruṇyajaḻa

  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ. କାରଣ ଜଳ) — କାରଣଜଳ (ଦେଖ) — kāraṇajaḻa (See)
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ. କାରଣ ଜଳ) — ତଳେ ତା ରୋହିଣୀର କୁଣ୍ଡ କାରୁଣ୍ୟ ଜଳ ଏଥି ରୁଣ୍ଡ। ଯଶୋବନ୍ତ, ପ୍ରେମଭକ୍ତିଗୀତା।