କାରୁଣିକ Kāruṇika

  • ସଂ. ବିଣ. ପୁଂ (କରୁଣା+ ସଂଜାତ ଅର୍ଥରେ. ଇକ) — ଦୟାଳୁ — Kind; sympathetic
  • ସଂ. ବିଣ. ପୁଂ (କରୁଣା+ ସଂଜାତ ଅର୍ଥରେ. ଇକ) — ସହୃଦୟ — Magnanimous; liberal-minded; compassionate