କାଠଘୋଡ଼ା Kāṭhaghoṟḍ̠ā
- ଦେ. ବି. (ସଂ. କାଷ୍ଠ+ଘୋଟକ) — କାଷ୍ଠନିର୍ମିତ କ୍ରୀଡ଼ନକ ଘୋଡ଼ା — A play horse made of wood; hobby
- ଦେ. ବି. (ସଂ. କାଷ୍ଠ+ଘୋଟକ) — ବାଇ ହୋଇଛୁ କି ବାଳୁତ ଭାଇ। କାଠଘୋଡ଼ା କି ପାଣି ପିଇ। କାହାଣୀ ଗୀତ।
- ଦେ. ବି. (ସଂ. କାଷ୍ଠ+ଘୋଟକ) — କାଠର ବେଞ୍ଚ — A wooden bench with legs for keeping articles