କାଠଚମ୍ପା Kāṭha champā

  • ଦେ. ବି. — ଧଳା ଓ ନାଲି ଦୁଇ ଜାତିର ଫୁଲ ଓ ତହିଁର ଗଛ; ଗୁଲ୍ ବାସ — A flower of two varieties (white and red) and its tree; Plumeria Acumenata; Plumeria Acutifolia (Kirtikar)
  • ଦେ. ବି. — ଏକପ୍ରକାର ଘଡ଼ିବାଣ — A kind of fire work