କାଠଛତୁ Kāṭha chhatu

  • ଦେ. ବି.—(ସଂ. କାଷ୍ଠ+ଛତ୍ରାକ) — ପାଣିଖିଆ ପୁରୁଣା କାଠ ଉପରେ ଜନ୍ମିବା ଏକ ପ୍ରକାର ଛତୁ — A kind of mushroom growing on wood; polyporas