କାଠଜନ୍ଦା Kāṭha jandā

  • ଦେ. ବି. — ଗଛରେ ରହୁଥିବା ଏକଜାତୀୟ ପିପୀଲିକା — A species of ant inhabiting trees
  • ଦେ. ବି. — [ଦ୍ର—ଏମାନେ ଜନ୍ଦାଖାଇ ଆଦି ଗଛର ବକଳ ତଳେ ଥିବା ସନ୍ଧିରେ ବସା କରି ରହନ୍ତି।]