କାଠଗଣ୍ଡି Kāṭhagaṇḍi

  • ଦେ. ବି — ଡାଳ ଓ ଚେର ଅଂଶ ବାଦ ଦିଆଯାଇଥିବା ବୃକ୍ଷର ମୋଟ ଓ ଲମ୍ବ ଅଂଶ — The trunk of a dried tree; the part of a tree shorn of its branches and root
  • ଦେ. ବି — ଲମ୍ବ ଓ ମୋଟା କାଠଖଣ୍ଡ — A log of wood
  • ଦେ. ବି — ସତ୍ୟବାନ ଦେହୁଁ ଜୀବନ ଯହୁଁ ଗଲା କାଠଗଣ୍ଡି ପରି ଦେହ ପଡ଼ିଣ ରହିଲା। କୃଷ୍ଣସିଂହ, ମହାଭାରତ ବନ।