କାଠଚିରା Kāṭha chirā

  • ଦେ. ବି. — କାଠକୁ କୁରାଢ଼ିରେ ହାଣିବା କର୍ମ — The act of cutting wood with axe
  • ଦେ. ବି. — କରତଦ୍ୱାରା କାଠକୁ ଫାଳେଇବା କର୍ମ; କାଠ କରତିବା କର୍ମ — Sawing of wood