କାଟଣା Kāṭaṇā

  • ଦେ. ବି. — ତରକାରୀ ପାଇଁ କଟା ହେବା ପରିବାପତ୍ର — Vegetables chopped ready for cooking
  • ଦେ. ବି. — କାଟିବାର କ୍ରିୟା — Act of cutting
  • ଦେ. ବି. — ଗାଳିମନ୍ଦ — Imprecations; abuses
  • ଦେ. ବି. — ସୂତା କାଟିବା — Spinning (of thread)