କାଟକରିବା Kāṭa karibā
- ଦେ. କ୍ରି. — ଲାଗୁଆ କରିବା; ପ୍ରତିଦିନ ନିୟମିତରୂପେ ବ୍ଯବହାରୀୟ ବସ୍ତୁ କୌଣସି ବ୍ଯକ୍ତିଠାରୁ ଆଣିବା ପାଇଁ ଚୁକ୍ତି କରିବା — To contract for a regular supply of an article of daily use
- ଦେ. କ୍ରି. — ଅନେକଗୁଡ଼ିଏ ପଦାର୍ଥର ଶ୍ରେଣୀବିଭାଗ ଅନୁସାରେ ଭାଉ ଧାର୍ଯ୍ୟ କରି ଲେଖିଦେବା — To settle and mark the rate of certain articles (e.g. coconut.)
- ଦେ. କ୍ରି. — [ଦ୍ର—ସତ୍ୟବାଦି ଅଞ୍ଚଳର ନଡ଼ିଆ ମହାଜନମାନେ ବର୍ଷକେ ଥରେ ଏକତ୍ର ବୈଠକ କରି ସେ ବର୍ଷ ପାଇଁ ନଡ଼ିଆର କାଟ କରନ୍ତି।]