କାଟ ଛିଡ଼ିବା Kāṭa chhiṟḍ̠ibā

  • ପ୍ରାଦେ. (ପୁରୀ ଜିଲ୍ଲା) ବି — ନଡ଼ିଆ ମହାଜନ ଓ ଖାତକମାନେ ବସି ବର୍ଷକ ମଧ୍ୟରେ କାରବାର ହୋଇଥିବା ନଡ଼ିଆର ଦର ବା ଭାଉ ସ୍ଥିରୀକୃତ କରିବା — The settlement of the rate of the cocoanut at a conference of cocoanut traders once in a year