କାଟଛାଟ୍ କରିବା Kāṭchhāṭ karibā
- ଦେ. କ୍ରି. — ପୋଷାକ ଆଦି ତିଆରି କରିବା ନିମନ୍ତେ ଲୁଗାକୁ କାଟିବା — To cut cloth to suit it being done up for a dress
- ଦେ. କ୍ରି. — କାଟ୍କୁଟ୍ କରି ସଜ୍ଜିତ କରିବା — To revise (a writing); to recast
- ଦେ. କ୍ରି. — କମ୍ କରିବା — To dimimish; to lessen the size; to curtail