କାଟଣାବାଟଣା Kāṭaṇābāṭaṇā

  • ଦେ. ବି. (ସହଚର; ସଂ. କଟ୍ଟନ ଓ ବର୍ତ୍ତନ) — ତରକାରୀ କରିବା ପାଇଁ ପରିବା ଆଦି କାଟିବା ଓ ବେଶର ଆଦି ବାଟିବା କର୍ମ — The operations of chopping vegetables and pestling spices for cooking curry