କାଟ ଖାଇବା Kāṭa khāibā

  • ଦେ. କ୍ରି. — ଶିରଶ୍ଛିନ୍ନ ହେବା; ହଣା ହେବା — To be beheaded
  • ଦେ. କ୍ରି. — (ଯଥା—ପୂର୍ବେ ପ୍ରାନ୍ସରେ ଗୁରୁତର ଅପରାଧିମାନେ କାଟ ଖାଉଥିଲେ।)
  • ଦେ. କ୍ରି. — କର୍ତ୍ତିତ ହେବା — To be cut
  • ଦେ. କ୍ରି. — (ଯଥା—କୋଶଳା ଶାଗ ଯାକ ତିନି ଚାରି କାଟ ଖାଇଲେ ବଢ଼େ।)
  • ଦେ. କ୍ରି. — ଦୋକାନ ଆଦିରୁ ଲାଗୁଆ କରି ସଉଦା ଆଣି ନିଜର ବ୍ଯବହାରରେ ଲଗାଇବା — To bring articles regularly on credit from a shopkeeper