କାକୁଡ଼ି Kākuṟḍ̠i

  • ଦେ. ବି. (ସଂ. କର୍କଟୀ) — କୃଷିଜାତ ବର୍ଷଜୀବୀ ଲତାଫଳବିଶେଷ — Cucumber; Cucumis Sativas
  • ଦେ. ବି. (ସଂ. କର୍କଟୀ) — [ଦ୍ର—ଏ ଫଳ ରଞ୍ଜା ଉପରେ ମାଡ଼େ; କଞ୍ଚା ଫଳ ଖିଆଯାଏ ଓ ପକ୍ୱଫଳ ତିଅଣ ଓ ଆମ୍ବିଳ କରାଯାଏ; ଏହାର ମଞ୍ଜିକୁ ବାଟି ପିଇଲେ ମୂତ୍ରକୃଚ୍ଛ୍ର ଆରୋଗ୍ୟ ହୁଏ]