କାକିନୀ Kākinī

  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ବିଂଶ କପର୍ଦ୍ଦକ; ଏକ ପଣ କଉଡ଼ିର ଚତୁର୍ଥାଂଶ; ଏକ ବୋଡ଼ି — One fourth of a paṇa; 20 cowries (shell money)
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ଆଢ଼କର 5 ଭାଗର ଏକ ଭାଗ — ଆଢ଼କର5ଭାଗର ଏକ ଭାଗ— . A measure
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ମାନଦଣ୍ଡ — A measuring rod
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — କାଇଞ୍ଚ; ଗୁଞ୍ଜା (ଓଜନରେ ବ୍ଯବହୃତ); ରତି— — A black tipped red berry used by jewellers as the minimum weight
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ମୁଦ୍ରାରୂପେ ପ୍ରଚଳିତ ଏକ କଡ଼ା କଉଡ଼ି — The shell Cypraea Moneta used as a coin (M.W.)
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ପଦିକାର ଏକଚତୁର୍ଥାଂଶ — The fourth part of a Danḍa or short pole (M.W.)
  • ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) — ଏକ ହାତ — Cubit (M.W.)