କାକୁଚିଆ Kākuchiā

  • ଦେ. ବି — ଏକପ୍ରକାର ତନ୍ତୁମୟ ବନ୍ୟ ଲତା (ଏହା ବାନ୍ଧିବା କାର୍ଯ୍ୟରେ ଲଇରୂପେ ବ୍ଯବହୃତ ହୁଏ) — A kind of fibrous wild creeper
  • ପ୍ରାଦେ. (ଗଡ଼ଜାତ) ବିଣ — ଠାଏ ସରୁ ଠାଏ ମୋଟ — Slender and thick at places
  • ପ୍ରାଦେ. (ଗଡ଼ଜାତ) ବିଣ — (ଯଥା—ରାସ୍ତା, ଦଉଡ଼ି, ସୂତା।)