କାକୀ Kākī

  • ସଂ. ବି. ସ୍ତ୍ରୀ (କାକ+ସ୍ତ୍ରୀ. ଈ) — ମାଈ କୁଆ — A female crow
  • ପ୍ରାଦେ. (ମେଦିନୀପୁର; ସିଂହଭୂମ; ସମ୍ବଲପୁର) ବି. ସ୍ତ୍ରୀ — କନିଷ୍ଠ ପିତୃବ୍ୟ ପତ୍ନୀ; ଖୁଡ଼ୀ — The wife of one's father's younger brother