କାକିବା Kākibā

  • ଦେ. (ପ୍ରାଚୀନ ପଦ୍ଯ) କ୍ରି. (ସଂ. କାକ)—(ମଲ୍ଲଯୁଦ୍ଧସମୟରେ) ମଲ୍ଲମାନଙ୍କର କାକ ପରି ଏକପ୍ରକାର ରାବ — To utter a sound like a crow (during boxing)
  • ଦେ. (ପ୍ରାଚୀନ ପଦ୍ଯ) କ୍ରି. (ସଂ. କାକ)—(ମଲ୍ଲଯୁଦ୍ଧସମୟରେ) କୁଚନ୍ତି କାକନ୍ତି ଆଉ କରନ୍ତି କୁଦନ୍ତି ଚଉଷଠି ବିନ୍ଧାଣର ବନ୍ଧେ ସେ ଯୁଝନ୍ତି। ସାରଳା ମହାଭାରତ, ମଧ୍ୟ।