କାକୁ Kāku
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ଭୟଶୋକାଦିଦ୍ୱାରା ବିକୃତ କଣ୍ଠଧ୍ୱନି — Cry of distress; groan; a peculiar tone or change of voice wrought by fear, anger or sorrow
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ବକ୍ରୋକ୍ତି — Irony
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ଦୈନ୍ୟୋକ୍ତି — Supplication; complaint
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ସଙ୍ଗୀତରେ ସ୍ୱରବିକାର ବା ବିକୃତ ସ୍ୱର (ପ୍ରକୃତିବାଦ) — A distorted tone in music
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ଜିହ୍ୱା (ପ୍ରକୃତିବାଦ) — Tongue
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — କଥାର ବିଶେଷ ଅଂଶ ଉପରେ ଦିଆଯିବା ଜୋର — Emphasis (M.W.)
- ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) — ଗୁଣୁଗୁଣୁ ସ୍ୱର କରିବା — Muttering; murmuring
- ଗ୍ରା. ସର୍ବନାମ. (ପଦ୍ଯ) (କିମ ଶଦ୍ଦ 2 ୟା 1 ବ) — କାହାକୁ — To whom
- ଗ୍ରା. ସର୍ବନାମ. (ପଦ୍ଯ) (କିମ ଶଦ୍ଦ 2 ୟା 1 ବ) — ସେହି କନ୍ୟାର ଯୁବା ଅବସ୍ଥାକୁ ଦେଖି, କାକୁ ଦେବି ବୋଲି ମାତଳି ହେଲେ ଦୁଃଖୀ— କୃଷ୍ଣସିଂହ, ମହାଭାରତ।