କାଇପଦର Kāipadara

  • ଦେ. ବି. (ନାମ) — ପୁରୀ ଜିଲା ଖୋରଧା ସବ୍ଡିଭିଜନରେ ଥିବା ପୀରଙ୍କର ଏକ ପ୍ରସିଦ୍ଧ ଆସ୍ଥାନ ଓ ଉକ୍ତ ଆସ୍ଥାନ ଥିବା ଗ୍ରାମ — Name of a village and the seat of famous 'Pir' in the District of Puri near Khurdā