କାଇଦା କରିବା Kāidā karibā

  • ଦେ. କ୍ରି. (ଆ. କାୟଦା) — ନିୟମ ବାନ୍ଧିବା — To lay down or prescribe rules
  • ଦେ. କ୍ରି. (ଆ. କାୟଦା) — ବାରଣ କରିବା — To resrict
  • ଦେ. କ୍ରି. (ଆ. କାୟଦା) — ଆକଟ କରିବା — To reprimand
  • ଦେ. କ୍ରି. (ଆ. କାୟଦା) — ଜବତ କରିବା — To enforce discipline