କାଇଦା Kāidā

  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ନିୟମ — Law; rule; principle
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ବିଧି — Constitution; a body of rules
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — କଟକଣା — Control
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ଇଜ୍ଜତ; ସଂଭ୍ରମ — Prestige; honour
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ଆକଟ — Censure; reprimand
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ବାରଣ; ଅଟକ; ନିଷେଧ — Restriction
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — କଡ଼ା ନିୟମ ବା ଆଦେଶ — Strict order
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ଦସ୍ତୁର; ରୀତି — Custom; practice
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ବ୍ଯବସ୍ଥା; ବନ୍ଦୋବସ୍ତ — Arrangement
  • ଦେ. ବି.—(ଆ. କାୟଦା=ବ୍ୟାକରଣ; ନିୟମ) — ଅଧୀନତା; ଆୟତ୍ତ — Control; subjection
  • ଦେ. ବିଣ. — ନିୟମାଧୀନ — Under control; regular
  • ଦେ. ବିଣ. — ସୀମାବଦ୍ଧ — Restricted