କାଇଥ୍ Kāith

  • ଦେ. ବି. (ସଂ. କାୟସ୍ଥ) — କାୟସ୍ଥ — The Kāyastha class of Bengal and Bihar
  • ଦେ. ବି. (ସଂ. କାୟସ୍ଥ) — (ଯଥା—ବିହାରର କାୟସ୍ଥମାନଙ୍କ ବଂଶୋପାଧି ଲାଲା ଓ ଏମାନଙ୍କୁ ଲାଲା କାଇଥ୍ ବୋଲାଯାଏ।)