କାଇଜର୍—ଇ—ହିନ୍ଦ୍ Kāijar-i-hind

  • ବୈଦେ. ବି. (ଆ=କୟସର୍—ଇ—ହିନ୍ଦ) — ହିନ୍ଦୁସ୍ଥାନ ବା ଭାରତରେ ସମ୍ରାଟ — Emperor of India
  • ବୈଦେ. ବି. (ଆ=କୟସର୍—ଇ—ହିନ୍ଦ) — ଭାରତର ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ସମ୍ମାନସୂଚକ ପଦ ଓ ତତ୍ସଙ୍ଗେ ପ୍ରଦତ୍ତ ତକମା — Kaiser-I-Hind; a title and medal given by the Government of India