କାଇନ୍ ହାଉସ Kāin hāus

  • ବୈଦେ. (ଇଂ) ବି. (ଇଂ. କାଇନ୍=ଗୋରୁମାନେ+ ହାଉସ=ଘର) — କାଞ୍ଜିହାଉଦା; କାଞ୍ଜିହାଉସ; କ୍ଷେତ ନଷ୍ଟ କରିବା ଗୋମେଷାଦିଙ୍କୁ ଆବଦ୍ଧ କରି ରଖିବା ସ୍ଥାନ — Kine house; pound