କାଇଲା Kāilā
- ବୈଦେ. ବି. (ସଂ. କାତର; ତୁଳ. ହି. କାହିଲ୍=ଆଳସ୍ୟପରାୟଣ; ହି. କାୟର=ଭୀରୁ) — କ୍ଳାନ୍ତି; ଅବସାଦ — Weariness
- ବୈଦେ. ବି. (ସଂ. କାତର; ତୁଳ. ହି. କାହିଲ୍=ଆଳସ୍ୟପରାୟଣ; ହି. କାୟର=ଭୀରୁ) — ରୋଗୀ; ମଳୁ — Sick man
- ଦେ. ବିଣ. — ଶୀର୍ଣ୍ଣ — Weak; reduced
- ଦେ. ବିଣ. — ଅସୁସ୍ଥ; ରୁଗ୍ଣ — Sick; sickly
- ଦେ. ବିଣ. — କ୍ଳାନ୍ତ — Tired
- ଦେ. ବିଣ. — ଅବସନ୍ନ — Wearied; worn out