କାଇଲ୍ କରିବା Kāil karibā
- ଦେ. କ୍ରି — ଦୋଷୀ ସାବ୍ୟସ୍ତ କରିବା — To lay the blame on a person
- ଦେ. କ୍ରି — ଦୋଷଜନକ କାର୍ଯ୍ୟ କରିବା — To do a wrong
- ଦେ. କ୍ରି — କୌଣସି ବ୍ଯକ୍ତି ବୁଝାଇ ସମଜାଇ ତାହାର ଦୋଷ ହୋଇଥିବା ବିଷୟ ତାକୁ ମନାଇବା — To cause a person to realise his fault by arguing with him