କଳାବତୁ Kaḻābatu

  • ବୈଦେ. ବି. (ତୁର୍କୀ. କଲାବତୁନ୍; ସଂ. କଳା+ବୃତ୍ତ; କଳଦ୍ୱାରା ଗୁଡ଼ିଆ ହୋଇଥିବାରୁ) — ରେସମ ସୂତା ସହିତ କଳ ଦ୍ୱାରା ଗୁଡ଼ିଆ ହୋଇଥିବା ସୁନା ରୂପାର ଖୁବ୍ ବାରିକ୍ ସୂତା — Silken thread twisted along with very slender gold or silver threads by machine