କଳାବଙ୍ଗଳା Kaḻābaṅgaḻā
- ଦେ. ବି. (ପାନବରଜୀଙ୍କ ଭାଷା) — ଏକ ଜାତୀୟ ଗାଢ଼ ସବୁଜ ବର୍ଣ୍ଣର ପାନ — A kind of deep-green betal-leaf
- ଦେ. ବି. (ପାନବରଜୀଙ୍କ ଭାଷା) — [ଦ୍ର—ଏ ପାନର ବର୍ଣ୍ଣ ଗାଢ଼ ସବୁଜ। ଏଥିର ମଝିରେ ଟିପିଟିପି ଧଳା ଦାଗ ଥାଏ। ସମ୍ଭବତଃ ଏ ପାନ ବଙ୍ଗଦେଶରୁ ଓଡ଼ିଶାରେ ପ୍ରବର୍ତ୍ତିତ ହୋଇଥିଲା।]