କଳାବନ୍ତ Kaḻābanta
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — କଳାବିଦ୍ୟାକୁଶଳ — Versed or cultured in the elegant arts
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — ରସିକ — Gallant; witty; amorous
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — ଶ୍ରୀମାନ; ଶ୍ରୀବନ୍ତ — Fortunate; lucky
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — ବିଶେଷ ଶୁଭ ଲକ୍ଷଣଯୁକ୍ତ — Beautiful; having auspicious signs on the body
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — ସଙ୍ଗୀତକୁଶଳ — Expert in music
- ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ଯକ୍ତି) — ଶିଳ୍ପ ନିପୁଣ — Artistic; skilled in any art