କଳାବତୀ Kaḻābatī

  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — କଳାବିଦ୍ୟାରେ କୁଶଳା (ସ୍ତ୍ରୀ) — (a female) Versed in the fine arts
  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — ସୁକୁମାର କଳା ସଙ୍ଗେ ଶସ୍ତ୍ରବିଦ୍ୟା ଶିଖିଥିଲା କଳାବତୀ। ରାଧାନାଥ, ଯଯାତି।
  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — ରସିକା; ଛଇଳୀ — Jovial; amorous; witty (female)
  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — ତୁମ୍ବୁରୁ ଗନ୍ଧର୍ବଙ୍କ ବୀଣା — Name of the harp of Tumburu Gandharba
  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — ଲକ୍ଷଣଯୁକ୍ତା (ସ୍ତ୍ରୀ); ସୁଲକ୍ଷଣା — Very graceful or charming (Woman)
  • ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) — (ନାମ) କାନ୍ଯକୁବ୍ଜ ରାଜକନ୍ୟା ରାଜା ବୃଷଭାନୁଙ୍କ ପତ୍ନୀ (ଏହାଙ୍କ ଗର୍ଭରେ ରାଧିକା ଜନ୍ମ ଗ୍ରହଣ କରିଥିଲେ) — Name of the wife of king Brushabhānu and mother of Rādhikā
  • ଦେ. ବି. ସ୍ତ୍ରୀ — ବେଶ୍ୟା — A prostitute
  • ଦେ. ବି. ସ୍ତ୍ରୀ — ନର୍ତ୍ତକୀ — A dancing girl
  • ଦେ. ବି. ସ୍ତ୍ରୀ — (ଅଶ୍ୱିନୀ—'ମାଷ୍ଟରବାବୁ' ନାଟକ।)
  • ଦେ. ବି. ସ୍ତ୍ରୀ — ନୀଳଶାଢ଼ୀ — Blue cloth for female wear
  • ଦେ. ବି. ସ୍ତ୍ରୀ — ଜଣେ ଅସ୍ପରା (ନାମ) — Name of a heavenly nymph
  • ଦେ. ବି. ସ୍ତ୍ରୀ — ବାସଅଙ୍ଗୀରେ ଆଲିଙ୍ଗନ; ବିଚିତ୍ର କଳାବତୀ ଘେନ। ଭଞ୍ଜ, ବୈଦେହୀଶବିଳାସ।