କଳାବାହୁଟିଆ Kaḻābāhuṭiā

  • ଦେ. ବି. (ସଂ. କାଳ+ବାତାଟ=ମୃଗ; ତୁଳ. ପ୍ରାଚୀନ ବଙ୍ଗଳା ବାଉଟିୟା) — କୃଷ୍ଣସାର ମୃଗ; ଏହାର ପିଠି କଳା ଏବଂ କଡ଼ ଓ ପେଟ ଧଳା; ଅଣ୍ଡିରା ହରିଣର ଶିଂଘ ଥାଏ ମାତ୍ର ମାଈ ହରିଣର ଶିଂଘ ନ ଥାଏ — The black deer; the black antelope