କଳାବାଇଁଶି Kaḻābāiñṡi
- ଦେ. ବି (ସଂ. କୁଳିଶ ମତ୍ସ୍ୟ; କିମ୍ବା ସଂ. କାଳ+ବାୟୁସ= ମତ୍ସ୍ୟବିଶେଷ) — ରୋହି ମାଛ ଠାରୁ ଛୋଟ ଓ କୃଷ୍ଣବର୍ଣ୍ଣ କାତିବିଶିଷ୍ଟ ମାଛବିଶେଷ — A kind of fish; a kind of fresh-water carp; Lubeo Calbasu; Pomotis
- ଦେ. ବି (ସଂ. କୁଳିଶ ମତ୍ସ୍ୟ; କିମ୍ବା ସଂ. କାଳ+ବାୟୁସ= ମତ୍ସ୍ୟବିଶେଷ) — [ଦ୍ର—ଏ ମାଛର ପକ୍ଷୀ କଳା; ରୋହି ମାଛର ପକ୍ଷୀ ନାଲି; ଏ ମାଛର ଓଠରେ ଦୁଇଟି ବଡ଼ ଓ ଦୁଇଟି ସାନ ନିଶ ଥାଏ। ଏ ମାଛ ଏକ ହାତ ପର୍ଯ୍ୟନ୍ତ ବଢ଼େ।]