କର୍ମୀ Karmī
- ସଂ. ବିଣ. ପୁଂ. (କର୍ମନ୍+ଅଛି ଅର୍ଥରେ ଇନ୍; 1 ମା. 1 ବ) — କର୍ମନିରତ — Busy; active
- ସଂ. ବିଣ. ପୁଂ. (କର୍ମନ୍+ଅଛି ଅର୍ଥରେ ଇନ୍; 1 ମା. 1 ବ) — କର୍ମକ୍ଷମ; କାର୍ଯ୍ୟଦକ୍ଷ — Fit; skilful
- ସଂ. ବି — କର୍ମ କରିବା ବ୍ଯକ୍ତି — One who performs a rite or an act
- ସଂ. ବି — କର୍ମବୀର — A man of action
- ସଂ. ବି — ମୂଲିଆ — A labourer; workman (M.W.)