କର୍ମିଷ୍ଠ Karmishṭha
- ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) — ପରିଶ୍ରମୀ — Industrious; diligent
- ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) — କର୍ମଠ; କର୍ମକୁଶଳ — Active; fit for work
- ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) — କୌଶଳୀ — Skilful
- ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) — କର୍ମପ୍ରିୟ — Eager to do a work
- ସଂ. ବିଣ. ପୁଂ. (କର୍ମନ୍+ଅତ୍ୟନ୍ତ ପାରଗ ଅର୍ଥରେ ଇଷ୍ଠ) — ବୈଦିକ କ୍ରିୟାରତ — Engaged in observing duly the Vedic rites and ceremonies