କର୍ମାର Karmāra
- ସଂ. ବି. ପୁଂ. (କର୍ମନ୍+ ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ) — କାରିଗର — Artificer; artisan
- ସଂ. ବି. ପୁଂ. (କର୍ମନ୍+ ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଲୌହକାର; କମାର — Blacksmith
- ସଂ. ବି. ପୁଂ. (କର୍ମନ୍+ ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ) — (+କରଣ. ଅ) ଏକ ପ୍ରକାର ବାଉଁଶ — A species of Bamboo
- ସଂ. ବି. ପୁଂ. (କର୍ମନ୍+ ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ) — କରମଙ୍ଗା (ଗଛ ଓ ଫଳ) — The Carambola (tree and fruit)