କର୍ମାନ୍ତ Karmānta

  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଅନ୍ତ) — କାର୍ଯ୍ୟ ଶେଷ; କାର୍ଯ୍ୟସମାପ୍ତି — The end of any task or act
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଅନ୍ତ) — କାର୍ଯ୍ୟର ଶେଷଫଳ — The ultimate result of an action