କର୍ମାରମ୍ଭ Karamārambha

  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଆରମ୍ଭ) — କୌଣସି କାର୍ଯ୍ୟର ଆରମ୍ଭ — Commencement of any act
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଆରମ୍ଭ) — କୌଣସି ଧର୍ମାନୁଷ୍ଠାନର ଆରମ୍ଭ — Commencement of a ceremony or ritual