କର୍ମୋଦାର Karmodāra

  • ସଂ. ବି. (କର୍ମାଧା, ପରନିପାତ; ଉଦାର+କର୍ମ) — ସାହାସିକ ବା ସତ୍କର୍ମ — An honorable or valiant act. (M.W.)
  • ସଂ. ବି. (କର୍ମାଧା, ପରନିପାତ; ଉଦାର+କର୍ମ) — ଉଦାରତା — Magnanimity (M.W.)
  • ସଂ. ବି. (କର୍ମାଧା, ପରନିପାତ; ଉଦାର+କର୍ମ) — ଶକ୍ତି — Prowess (M.W.)