କର୍ମେନ୍ଦ୍ରିୟ Karmendriya

  • ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଇନ୍ଦ୍ରିୟ) — ସାଂସାରିକ କାର୍ଯ୍ୟ ନିର୍ବାହ ନିମନ୍ତେ ଆବଶ୍ୟକ ପାଞ୍ଚଗୋଟି ଇନ୍ଦ୍ରିୟ; (ଯଥା—ବାକ୍, ପାଣି, ପାଦ, ପାୟୁ, ଉପସ୍ଥ) — An organ of action