କର୍ମଭୋଗ Karmabhoga

  • ଦେ. ବି. ( 6 ଷ୍ଠୀ ତତ୍; କର୍ମ+ଭୋଗ) — ନିଜକୃତ ପୂର୍ବ କର୍ମର ସୁଖଦୁଖଃମୟ ଫଳଭୋଗ — The enjoyment of happiness or suffering due to one's past action
  • ଦେ. ବି. ( 6 ଷ୍ଠୀ ତତ୍; କର୍ମ+ଭୋଗ) — ଅକର୍ମ ଓ କୁକର୍ମର ଫଳଭୋଗ — Talking or receiving the consequence of one's evil conduct