କର୍ମବ୍ୟଙ୍ଗ Karmabyaṅga

  • ଦେ. ବି. (ସଂ. କର୍ମ+ବ୍ୟଙ୍ଗ) — କାର୍ଯ୍ୟନାଶକାରୀ — Destroying the effectiveness of one's acts
  • ଦେ. ବି. (ସଂ. କର୍ମ+ବ୍ୟଙ୍ଗ) — କର୍ମବ୍ୟଙ୍ଗ କୃତହା ପୁରୁଷ ପରାୟେ, ସେ ଅଶନି ହେଲା ହେ ଜାଣ ନରରାୟେ—କୃଷ୍ଣସିଂହ, ମହାଭାରତ, ଦ୍ରୋଣ।