କର୍ମବିପାକ Karmabipāka

  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ବିପାକ) — ନିଜକୃତ କର୍ମର ପରିଣାମ — The future unavoidable consequence of one's own actions
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ବିପାକ) — ନିଜ କର୍ମର ବିଷଦୃଶ ଫଳ — Contrary results arising from one's act; irony of fate
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ବିପାକ) — କର୍ମବାମ; ଦୁର୍ଭାଗ୍ୟ — Bad luck