କର୍ମମୟି Karmamayi

  • ଗ୍ରା. (ପଦ୍ଯ) ବିଣ. (ସଂ. କର୍ମମୟ) — କର୍ମମୟ — Active; full of action
  • ଗ୍ରା. (ପଦ୍ଯ) ବିଣ. (ସଂ. କର୍ମମୟ) — ବିଧାତା ନାମ ସେ ବୋଲାଇ, ଯାର ଶରୀର କର୍ମମୟି। ଜଗନ୍ନାଥ, ଭାଗବତ।